Jump to content

ପରମ ଗୁରୁ

ଉଇକିଅଭିଧାନ‌ରୁ

ପରମ ଗୁରୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (କର୍ମଧ; ପରମ+ଗୁରୁ)

[ସମ୍ପାଦନା]

ଗୁରୁଙ୍କ ଗୁରୁ; ଅଜା ଗୁରୁ — One's preceptor's preceptor.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବ୍ରାହ୍ମଣଙ୍କ ରାଜଦତ୍ତ ଉପାଧିବିଶେଷ — A title given by Rajas to Brāhmaṇas.