Jump to content

ପରମ ବନ୍ଧୁ

ଉଇକିଅଭିଧାନ‌ରୁ

ପରମ ବନ୍ଧୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପରମ+ବନ୍ଧୁ)

[ସମ୍ପାଦନା]

ଶ୍ରେଷ୍ଠ ବନ୍ଧୁ —An excellent or eminent friend.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବନ୍ଧୁର ବନ୍ଧୁ —୧. One's friend's friend. one's relative's relative.
୨. ପ୍ରୀତି ବନ୍ଧୁ; ମହାପ୍ରସାଦ ବନ୍ଧୁ —୨. A person related; to one by god-relationship; a god-frelation.