ପରମ ବୈଷ୍ଣବୀ
ଦେଖଣା
ପରମ ବୈଷ୍ଣବୀ
ଉଚ୍ଚାରଣ
[ସମ୍ପାଦନା](ପରମ ବ୍ରହ୍ମଚାରିଣୀ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]- ୧. ଯେଉଁ ଦେବୀ ବା ଶକ୍ତି ପ୍ରତିମାଙ୍କ ଆଗରେ ଜୀବ ବଳି ପଡ଼େ ନାହିଁ (ଯଥା—ଭୂବନେଶ୍ୱରର ଲିଙ୍ଗରାଜ ମହାପ୍ରଭୂଙ୍କ ବେଢ଼ା ମଧ୍ୟରେ ଥିବା ଭୂବନେଶ୍ୱରୀ ମୂର୍ତ୍ତୀ) — ୧. A Goddess before whom victims are not sacrificed.
- ୨. ଦୁର୍ଗା —୨. A name of Durgā.