Jump to content

ପରରାତ୍ର

ଉଇକିଅଭିଧାନ‌ରୁ

ପରରାତ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅପରରାତ୍ର?)

[ସମ୍ପାଦନା]

ଅପରରାତ୍ର; ଶେଷରାତ୍ର — The short hours of the night; the latter or closing part of the night; the last watch of the night.

ଶ୍ରୀବତ୍ସଧାମା ପରରାତ୍ରେ ଖଡ଼୍ଗ ଆୟୂଧ ଧରି ହସ୍ତେ ଜଗନ୍ନାଥ. ଭାଗବତ