ପରଳିବା
[ପରଳା(ଳେ)ଇବା—ଅନ୍ୟରୂପ]
ଘରର ରୁଅମାନଙ୍କ ଉପରେ ବତା ବିଛେଇବା; ବେତୁରେଇବା — To lay a layer of split bamboos on the rafters of a thatched house.