ପରଶ
ଦେଖଣା
ପରଶ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ସ୍ପର୍ଶ)
[ସମ୍ପାଦନା]- ୧. ସ୍ପର୍ଶ — ୧. Touch.
ପରଶୁମଣି ପରଶରେ ଲୌହ କାଞ୍ଚନ ହୁଏ ଭଲେ— ଭୂପତି. ପ୍ରେମପଞ୍ଚାମୃତ
- ୨. ସଙ୍ଗଲାଭ —୨. Association.
କୁସୁମ ପରଶରେ ପଟ ନିସ୍ତରେ—ଢ଼ଗ
- ୩. କଷଟି ପଥର —୩. Touchstone.
- ୪. ଚୁମ୍ୱକ ପଥର —୪. Magnetic stone.
ପୁରୁଷ ଲୌହକୁ ନିଶ୍ଚେଁ ନାରୀ ପରଶ—ଭଞ୍ଜ, ପ୍ରେମ ସୁଧାନିଧି
- ୫. ସ୍ପର୍ଶ ମଣି —୫. The philosopher's stone.