Jump to content

ପରଶଂସୀ

ଉଇକିଅଭିଧାନ‌ରୁ

ପରଶଂସୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପ୍ରାଚୀନ ପଦ୍ୟ)ବିଶେଷଣ - (ସଂସ୍କୃତ - ପ୍ରଶଂସିତ)

[ସମ୍ପାଦନା]

ପ୍ରଶଂସିତ — Praised; eulogised.

ଆଜି ମୋର କାଣ୍ଡକୁ ଦେବ ଯେବେ ନାଶି ତେବେ ସିନା ହେବ ଜଗତେ ପରଶଂସୀ କୃଷ୍ଣସିଂହ, ମହାଭାରତ ବିରାଟ