ପରଶନ
ପ୍ରଶ୍ନ; ଜିଜ୍ଞାସା — Question; query.
ପରସନ ହେବା ନ ହେବା ସନ୍ଦେହୁଁ ପରଶନ ଦେଖି ଦେଖି— କବିସୂର୍ଯ୍ୟ, ସଙ୍ଗୀତ