ପରଶୁ କେଦାର
ଏକ ପ୍ରକାର ଗଦ (ଯହିଁରେ ସାପ ବିଷ ଦୂର ହୁଏ) —A kind of vegetable root which is antidote against snake poison.
ନୁହଇ ପରଶୁ କେଦାର ପରି ପାରଇ ଫଣି ଫଣା ମଣି ହରି କବିସୂର୍ଯ୍ୟ. କବିତା