Jump to content

ପରଶ୍ରୀ କାତର

ଉଇକିଅଭିଧାନ‌ରୁ

ପରଶ୍ରୀ କାତର

ଉଚ୍ଚାରଣ

[ସମ୍ପାଦନା]
(ପରଶ୍ରୀକାତରା—ସ୍ତ୍ରୀ) 

(ପରଶ୍ରୀକାତରତା—ବି)

ସଂସ୍କୃତ - ବିଶେଷଣ - ପୁଂ. (୭ମୀ ତତ୍; ପରଶ୍ରୀ+କାତର)

[ସମ୍ପାଦନା]

ଅସହଣିକ; ଯେ ଅନ୍ୟ ବ୍ୟକ୍ତିର ସୁଖ ସଂପଦ ଦେଖିଲେ ବ୍ୟଥିତ ହୁଏ; ଅନ୍ୟ ବ୍ୟକ୍ତିର ସୁଖ ଯାହା ଆଖିରେ ଯାଏ ନାହିଁ — Envious; pained at another person's weal or prosperity.