Jump to content

ପରଶ୍ୱଧ

ଉଇକିଅଭିଧାନ‌ରୁ

ପରଶ୍ୱଧ

ଉଚ୍ଚାରଣ

[ସମ୍ପାଦନା]

(ପରସ୍ୱଧ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - [ପର=ଶତ୍ରୁ+ଶ୍ୱନ୍=କୁକ୍କୁର (ପରି)+ଧୈ ଧାତୁ= ପାନ କରିବା+କର୍ତ୍ତୃ. ଅ; ଯେ କୁକ୍କୁର ପରି ଶତ୍ରୁର ରକ୍ତକୁ ପାନ କରେ]

[ସମ୍ପାଦନା]

ପରଶୁ; କୁଠାର —Battle-axe.