ପରଶ ମଣି
ଦେଖଣା
ପରଶ ମଣି
ଉଚ୍ଚାରଣ
[ସମ୍ପାଦନା]ପରଶ ପଥର, ପରଶୁ ପଥର, ପରଶୁ ମଣିଅନ୍ୟରୂପ
ଅନୁବାଦ
[ସମ୍ପାଦନା]ପରଶ ମଣି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ପର୍ଶମଣି)
[ସମ୍ପାଦନା]- ୧. ସ୍ପର୍ଶମଣି — ୧. The philosopher's stone.
[ଦ୍ରଷ୍ଟବ୍ୟ —ଏ ମଣି ଯାହାକୁ ସ୍ପର୍ଶ କରିବ ତାହା ସୁନା ହୋଇଯିବ ବୋଲି ପ୍ରବାଦ ଅଛି ]
- ୨. କଷଟି ପଥର — ୨. Touch stone.
- ୩. ଚୁମ୍ୱକ ପଥର —୩. Magnet.