Jump to content

ପରଷୁଣୀ

ଉଇକିଅଭିଧାନ‌ରୁ

ପରଷୁଣୀ

ଉଚ୍ଚାରଣ

[ସମ୍ପାଦନା]

(ପରଷାଳୀ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

[ ପରଷୁଣିଆ(ଆଁ)—ଅନ୍ୟରୂପ ]

ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ. (ସଂସ୍କୃତ - ପରିବେଷଣ)

[ସମ୍ପାଦନା]

ପରିବେଷଣକାରୀ —Serving meal.

ଦ୍ରୂପଦ ରାଜାର ଦୁଲଣୀ, ସେ ଯଜ୍ଞେ ଅନ୍ନ ପରଷୂଣୀ ଜଗନ୍ନାଥ ଭାଗବତ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପିଞ୍ଛା; ଏକ ପ୍ରକାର ପତଳା କଂସାପାତ୍ର (ଯାହାଦ୍ୱାରା ପାତ୍ରରୁ ଭାତ ଆଦି ନିଆଯାଇ ପତରରେ ପରଷା ହୁଏ — A thin bell metal utensil used in serving out rice from big pots.