ପରସନ
ଦେଖଣା
ପରସନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ପ୍ରସନ୍ନ)
[ସମ୍ପାଦନା]- ୧. ଅନୂକୂଳ; ପ୍ରସନ୍ନ —୧. Favourable; propitious; kind.
ହରିଙ୍କ ଭକ୍ତଠାରେ ମନ ହୁଅଇ ସଦା ପରସନ ଜଗନ୍ନାଥ ଭାଗବତ
- ୨. ସନ୍ତୁଷ୍ଟ —୨. Satisfied.
ଏକେଇ ଖନ, ତହିଁରେ ଜାଡୁଆ ଗୋସେଇଁ ପରସନ—ଢଗ
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପ୍ରସନ୍ନତା)
[ସମ୍ପାଦନା]ପ୍ରସନ୍ନତା; ସନ୍ତୋଷ; ଅନୁଗ୍ରହ — Satisfaction; favour.
ବଳ ରିପୁ ସୋଦରଜ ବହେ ପରସନ୍ନ ଭଞ୍ଜ ବୈଦେହୀଶ ବିଳାସ ତୋହର ପରସନ୍ନୁ ତାର, ସକଳ ହୁଅଇ ସଫଳ ଜଗନ୍ନାଥ. ଭାଗବତ