Jump to content

ପରସାଦି

ଉଇକିଅଭିଧାନ‌ରୁ

ପରସାଦି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ପ୍ରସାଦୀକୃତ)

[ସମ୍ପାଦନା]
୧. ନିବେଦିତ —୧. Offered.
୨. ଉଚ୍ଛିଷ୍ଟ (ଖାଦ୍ୟ ଦ୍ରବ୍ୟ) — ୨. (food) Left after dinner.
୩. ଉଗୁରା; ପରିଭୃକ୍ତ ଓ ତ୍ୟକ୍ତ — ୩. Abandoned or discarded after enjoyment.

(ଯଥା— ଦିଅଁଙ୍କର ପରସାଦି ମାଳା ମୋ ବେକରେ ପକାଇ ଦିଅ)

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]

ପରସାଦ (ଦେଖ) - —Parasāda (See)