Jump to content

ପରସା ପୋଡ଼ା

ଉଇକିଅଭିଧାନ‌ରୁ

ପରସା ପୋଡ଼ା

ଉଚ୍ଚାରଣ

[ସମ୍ପାଦନା]

ପରସ୍ରା ପୋଡ଼ା, ପରସାବ ପୋଡ଼ା, ପରସା ଜଳାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପ୍ରସ୍ରାବ ଜ୍ୱାଳା)

[ସମ୍ପାଦନା]

କ୍ଷୁଦ୍ର ମେହ ରୋଗ ବିଶେଷ — Painful and scanty urination; a disease of the urethral organ.

[ ଦ୍ର—ଏଥିରେ ପ୍ରସ୍ରାବ କରିବା ସମୟରେ ଜନ— ନେନ୍ଦ୍ରିୟ ମଧ୍ୟରେ ଭାରି ପୋଡାଜଳା ହୁଏ; ପରିସ୍ରା ହଳଦିଆ ବା ନାଲି ହୋଇ ଅଳ୍ପ ଅଳ୍ପ କ୍ଷରିତ ହୁଏ ]