ପରସ୍ତିରୀ
(ପରତିରୀ, ପରତିରିଲା, ପରତିଲ୍ଲା; ପରତିର୍ଲା—ଅନ୍ୟରୁପ)
ପରସ୍ତ୍ରୀ; ଅନ୍ୟ ବ୍ୟକ୍ତିର ଭାରିଯା — Another person's wife.
ପରସ୍ତିରୀ ହରଣ ଯେ ଦଣ୍ଡାଭଙ୍ଗା ଚାଷୀ—ପ୍ରାଚୀ ଶ୍ରୀଗୁରୁଭକ୍ତି ଗୀତା