Jump to content

ପରସ୍ତୁତ

ଉଇକିଅଭିଧାନ‌ରୁ

ପରସ୍ତୁତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ପ୍ରସ୍ତୁତ)

[ସମ୍ପାଦନା]
୧. ଉପସ୍ଥିତ; ବିଦ୍ୟମାନ — ୧. Present.
୨. ଉଦ୍ୟତ —୨. Ready.

ତୁମ୍ଭ ହିତେ ପ୍ରାଣ ଛଡା କି ପରସ୍ତୁତ—କୃଷ୍ଣସିଂହ ମହାଭାରତ ସଭା

୩. ଯଥାକ୍ରମେ; କ୍ରମାନୁସାରେ —୩. Respectively.