Jump to content

ପରସ୍ତେ

ଉଇକିଅଭିଧାନ‌ରୁ

ପରସ୍ତେ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ଅ

[ସମ୍ପାଦନା]
୧. ଏକ ପ୍ରସ୍ତ — ୧. One layer or fold.
୨. ଏକଥର —୨. Once.

ସମୁନ୍ଧୁଣୀ ସମୁନ୍ଧୁଣୀ କହି ପୂର୍ବୋକ୍ତ ନାସୀକା ଧାରୀଣୀ ମାନଙ୍କୁ ପରସ୍ତେ କୁଣ୍ଢାଇ ଗଲେ ଫକୀରମୋହନ ଛମାଣ ଆଠଗୁଣ୍ଠ

୩. ବୁହେ; (ଗାଳି, ମାଡ଼ ଆଦିର) ଏକ ହପ୍ପା — ୩. A shower of (rebuke or beating).

ଯଥା—ତାକୁ ଆଜି ଆଚ୍ଛା କରି ପରସ୍ତେ ଶୋଧିଦେଇ ଆସିଲି