ପରସ୍ତ୍ରୀ ଗମନ
(ପରସ୍ତ୍ରୀ ସଙ୍ଗ, ପରସ୍ତ୍ରୀ ସଙ୍ଗମ, ପରସ୍ତ୍ରୀ ସହବାସ, ପରସ୍ତ୍ରୀ ହରଣ, ପରସ୍ତ୍ରୀ ସଂଭୋଗ, ପରସ୍ତ୍ରୀ ସଂସର୍ଗ—ଅନ୍ୟରୁପ)
ଅନ୍ୟର ସ୍ତ୍ରୀ ସଙ୍ଗେ ଜାର— କର୍ମ; ବ୍ୟଭିଚାର କର୍ମ — Adultery with a woman.