ପରହସ୍ତଗତ
ଦେଖଣା
ପରହସ୍ତଗତ
ଉଚ୍ଚାରଣ
[ସମ୍ପାଦନା](ପରହସ୍ତଗତା—ସ୍ତ୍ରୀ)
(ପରହସ୍ତକ—ଦେଶଜ - ରୂପ)
ସଂସ୍କୃତ - ବିଶେଷଣ - (ପରହସ୍ତ+ଗୀତ)
[ସମ୍ପାଦନା]- ୧. ଆପଣାର ଆୟତ୍ତରେ ନ ଥିବା —୧. Beyond one's own control.
- ୨. ପରର ହାତକୁ ଯାଇ ଥିବା (ଧନ); ଯେଉଁ ଧନ ବା ବସ୍ତୁ ଅନ୍ୟ ବ୍ୟକ୍ତିର କରଗତ ହୋଇଥାଏ —୨. (Property or thing) Which has gone to the possession, control or custody of another.