Jump to content

ପରହାତ ଚଢ଼ିବା

ଉଇକିଅଭିଧାନ‌ରୁ

ପରହାତ ଚଢ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପରହାତ ହେବା, ପର ହାତରେ ଚଢ଼ିବା, ପର ହାତରେ ପଡ଼ିବାଅନ୍ୟରୁପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଧନାଦି) ଅନ୍ୟ ବ୍ୟକ୍ତିର କରଗତ ହେବା —୧. (property) To go to the control of another.
୨. (କୌଣସି ବ୍ୟକ୍ତି) ଅପର ବ୍ୟ୍ୟକ୍ତିର ପରାମର୍ଶ ବା ଅଧୀକାରାଧୀନ ହେବା —୨. To become subservient to another person.