Jump to content

ପରାଂଗତି

ଉଇକିଅଭିଧାନ‌ରୁ

ପରାଂଗତି

ଉଚ୍ଚାରଣ

[ସମ୍ପାଦନା]

(ପରାଙ୍ଗତି—ଅନ୍ୟରୁପ)

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରା+ଗତି)

[ସମ୍ପାଦନା]
୧. ମୋକ୍ଷ; ମୁକ୍ତି — ୧. Salvation.
୨. ଉଦ୍ଧାର —୨. Deliverance.

(ଯଥା—ମୁଁ ପରାଂ ଗତି ପାଇଗଲି)