Jump to content

ପରାକ

ଉଇକିଅଭିଧାନ‌ରୁ

ପରାକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରା= ଉତ୍ତମ+ଅକ୍ ଧାତୁ= ଗମନ କରିବା+ କରଣ. ଅ)

[ସମ୍ପାଦନା]
୧. ଦୂରତ୍ୱ —୧. Distance.
୨. ଦ୍ୱାଦଶ ଦିନ ବ୍ୟାପୀ ଉପବାସ ବ୍ରତ ବା ପ୍ରାୟଶ୍ଚିତ୍ତ ବିଶେଷ — ୨. A religious penance or expeation performed in ୧୨ days.
୩. ବଳ ପକାଇବାର ଗଡ୍ଗ —୩. A sacrificial sword. (Apte)
୪. ଜନ୍ତୁ ବିଶେଷ —୪. A kind of animal (M.W.).
୫. ରୋଗବିଶେଷ —୫. A kind of disease (Apte).

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

କ୍ଷୁଦ୍ର —Small.