Jump to content

ପରାକରଣ

ଉଇକିଅଭିଧାନ‌ରୁ

ପରାକରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - କ୍ଳୀ. (ପରା= ପୂର୍ବେ+କୃ ଧାତୁ= କରିବା+ ଭାବ. ଅନ; କିମ୍ୱା ପରା=ଆବଜ୍ଞା+କରଣ)

[ସମ୍ପାଦନା]
୧. ଅବଜ୍ଞା କରିବା; ଅବହେଳନ — ୧. Slighting; disregarding; disdaining.
୨. ରଦ୍ କରିବା —୨. Settig aside (M.W.).