Jump to content

ପରାକାଷ୍ଠା

ଉଇକିଅଭିଧାନ‌ରୁ

ପରାକାଷ୍ଠା

ଉଚ୍ଚାରଣ

[ସମ୍ପାଦନା]

(ପରାକୋଟି—ଅନ୍ୟରୁପ)

  • (file)

ସଂସ୍କୃତ - ବିଶେଷ୍ୟ - (ପରା= ଶେଷ+କାଷ୍ଠା=ସୀମା)

[ସମ୍ପାଦନା]
୧. ଚରମ ସୀମା — ୧. Extreme limit; acme.
୨. ଅତିଶଯ୍ୟ —୨. Excess.
୩. ସର୍ବୋଚ୍ଚ ସୀମା —୩. Highest pitch.
୪. ବ୍ରହ୍ମାଙ୍କ ଆୟୁର ଅଧେ —୪. Half of the lifetime of Brahmaā