ପରାକୁତ
ଦେଖଣା
ପରାକୁତ
ଉଚ୍ଚାରଣ
[ସମ୍ପାଦନା](ପରାକୃତ—ଅନ୍ୟରୁପ)
ଗ୍ରାମ୍ୟ - ବିଶେଷ୍ୟ - ଓ ବିଶେଷଣ - (ସଂସ୍କୃତ - ପ୍ରାକୃତ)
[ସମ୍ପାଦନା]- ୧. ପ୍ରାକୃତ ଭାଷା — ୧. The Prākṛuta language.
କି ପରାକୃତ ସଂସକୃତ ସେ ଭାବଗ୍ରାହୀ ଜନ୍ଦସୁତ ଗାଳି ଶୁଣଇ ଗୋପିମୁଖେ ଭୂପତି, ପ୍ରେମ ପଞ୍ଚାମୃତ
- ୨. ଓଡ଼ିଆ ଭାଷା —୨. The oriya language.
(ଯଥା—ବାଲ୍ମୀକି ରାମାୟଣକୁ ଏ ପର୍ଯ୍ୟନ୍ତ କେହି ପରାୃତରେ ଭାଙ୍ଗି ନାହାନ୍ତି)
- ୩. ପ୍ରଚଳିତ ଦେଶୀୟ ଭାଷା — ୩. The vernacular of a country.