Jump to content

ପରାକ୍ରମ

ଉଇକିଅଭିଧାନ‌ରୁ

ପରାକ୍ରମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରା=ସର୍ବତୋ ଭାବରେ+କ୍ରମ୍ ଧାତୁ=ଗମନ କରିବା +କରଣ. ଅ)

[ସମ୍ପାଦନା]
୧. କ୍ଷମତା; ଶକ୍ତି; ସାମର୍ଥ୍ୟ — ୧. Power; potency.
୨. ସାହାସ —୨. Courage; valour.
୩. ବିକ୍ରମ —୩. Might.
୪. ବଳ —୪. Strength; prowess.
୫. ପୁରୁଷକାର —୫. Exertion.