ପରାକ୍ରମ କରିବା
ଦେଖଣା
ପରାକ୍ରମ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପରାକ୍ରମ କରିବା
|
ପରାକ୍ରମ କାଢ଼ିବା, ପରାକ୍ରମ ଦେଖାଇବା, ପରାକ୍ରମ ଦେଖେଇବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବଳ ବା ସାହାସ ଦେଖାଇବା — ୧. To show one's valour or prowess.
ଯୁଦ୍ଧରେ ଯେଉଁ ଲୋକ ପରାକ୍ରମ କରେ କୃଷ୍ଣସିଂହ. ମହାଭାରତ ସଭା
- ୨. ନିଜର ବାହାଦୁରି କହିହେବା —୨. To praise one's own prowess; to brag; to boast.
ପୁରୁଷ ହୋଇ ସ୍ତିରୀଟାଏ ମାରିବ ପରାକ୍ରମ କରି ତା ସଭାରେ କହିବ କୃଷ୍ଣସିଂହ ମହାଭାରତ ସଭା