Jump to content

ପରାକ୍ରମ ଶାଳୀ

ଉଇକିଅଭିଧାନ‌ରୁ

ପରାକ୍ରମ ଶାଳୀ

ଉଚ୍ଚାରଣ

[ସମ୍ପାଦନା]
(ପରାକ୍ରମଶାଳିନୀ—ସ୍ତ୍ରୀ) 

(ପରାକ୍ରମଶାଳତା—ବି)

=== ସଂସ୍କୃତ - ବିଶେଷଣ - ପୁଂ. (ପରାକ୍ରମ+ଅଛି ଅର୍ଥରେ ଶାଳିନ୍, ୧ମା ୧ବ.)

୧. ଶକ୍ତିଶାଳୀ; ବଳୁଆ — ୧. Potent; powerful; mighty.
୨. ସାହସୀ —୨. Valorous; valiant.