ପରାଗ
ଦେଖଣା
ପରାଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପରା=ସହିତ+ଗମ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଯେ ବାୟୁ ସହିତ ଗମନ କରେ ବା ଉଡ଼ିଯାଏ)
[ସମ୍ପାଦନା]- ୧. ଧୂଳି —୧. Dust.
- ୨. ପୁଷ୍ପ ରେଣୁ —୨. The farina or pollen of a flower.
- ୩. ଗନ୍ଧଦ୍ରବ୍ୟ ଚୂର୍ଣ୍ଣ —୩. Scanted powder.
- ୪. ଚୂର୍ଣ୍ଣ; ଗୁଣ୍ଡା —୪. Powder.
- ୫. ଚନ୍ଦନ —୫. Sandal.
- ୬. (ପରା+ଗମ୍ ଧାତୁ+ଭାବ. ଅ)—ସୁନାମ; ଖ୍ୟାତି — ୬. Good name; reputation fame.
- ୭. ସୂର୍ଯ୍ୟ୍ୟପରାଗ; ସୂର୍ଯ୍ୟ ଗ୍ରହଣ; ଚନ୍ଦ୍ରଗ୍ରହଣ — ୭. Lunar or solar eclipse.
ସନ୍ନିହତୀ ତୀର୍ଥରେ ସୂର୍ଯ୍ୟ ପରାଗରେ ସ୍ନାନ କରିବା ଲୋକ ବସଇ ସ୍ୱର୍ଗରେ କୃଷ୍ଣସିଂହ ମହାଭାରତ ବନ
- ୮. ସ୍ୱଧୀନତା —୮. Independence.
- ୯. ସ୍ୱଚ୍ଛନ୍ଦ ଗତି (ହିନ୍ଦୀ - ଶ) —୯. Unrestricted motion.
- ୧. ପର୍ବତ ବିଶେଷ (ହିନ୍ଦୀ - ଶ) — ୧୦. Name of a mountain.