ପରାଗତ
ଦେଖଣା
ପରାଗତ
ଉଚ୍ଚାରଣ
[ସମ୍ପାଦନା](ପରାଗତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ପରା=ପଶ୍ଚାତ୍; ବିପରୀତ ଭାବେ+ଆ+ଗମ୍ ଧାତୁ +କର୍ତ୍ତୃ. ତ)
[ସମ୍ପାଦନା]- ୧. ପଶ୍ଚାଦାଗତ — ୧. Come late; arrived late.
- ୨. ବିସ୍ମୃତ —୨. forgotton.
- ୩. ପ୍ରତ୍ୟାଗତ —୩. Returned.
- ୪. ବ୍ୟାପ୍ତ —୪. Spread.
- ୫. ବିକସିତ —୫. Explanded; blown.
- ୬. ଯୁକ୍ତ —୬. Joined; attached.