ପରାଗ କେଶର
ଶିରୋଦେଶରେ ରେଣୁ— ଯୁକ୍ତ ପୁଷ୍ପ ମଧ୍ୟସ୍ଥ ସୂକ୍ଷ୍ମ ସୂତ୍ର ସମୂହ — Stamen of flowers.
[ ଦ୍ର—ଏହା ବୃକ୍ଷମାନଙ୍କର ପୁଂଜନ ନେନ୍ଦ୍ରିୟ ଅଟେ ]