ପରାଙ୍ମୁଖ
ଦେଖଣା
ପରାଙ୍ମୁଖ
ଉଚ୍ଚାରଣ
[ସମ୍ପାଦନା](ପରାଙ୍ମୁଖୀ—ସ୍ତ୍ରୀ)
[ ପରାଙ୍ମୁଖତା—ବି]
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପରାଙ୍=ପଛ ଆଡ଼କୁ ମୁଖ ଯାହାର)
[ସମ୍ପାଦନା]- ୧. ପଶ୍ଚାତ୍ପଦ —୧. Shrinking; averse from.
- ୨. ଅନିଚ୍ଛୁକ — ୨. Unwilling; reluctant.
- ୩. ପଛ ଆଡ଼କୁ ମୁଁହ ବୁଲାଇଥିବା; ବିମୁଖ — ୩. Having the face turned away or averted.
- ୪. ପ୍ରତିକୂଳ —୪. Unfavourable; adverse.
- ୫. ନିବୃତ୍ତ; କ୍ଷାନ୍ତ — ୫. Ceased; discontinued; stopped.
- ୬. ଉଦାସୀନ —୬. Indifferent.
- ୭. ପ୍ରତିନିବୃତ୍ତ —୭. Turning away from.