ପରାଚିତ
ଦେଖଣା
ପରାଚିତ
ଉଚ୍ଚାରଣ
[ସମ୍ପାଦନା](ପରାଚିତ୍ତ—ଅନ୍ୟରୂପ)
ଗ୍ରାମ୍ୟ - (ଇତର) ବିଶେଷ୍ୟ - (ସଂସ୍କୃତ - ପ୍ରାୟଶ୍ଚିତ୍ତ)
[ସମ୍ପାଦନା]- ୧. ପ୍ରାୟଶ୍ଚିତ୍ତ — ୧. Expiatory rites.
ଆପେ ପରାଚିତ ହୋଇ ଆପେ ଘେନେ ଦାନ— ପ୍ରାଚୀ, ବ୍ରହ୍ମନିରୂପଣ ଗୀତା
ସଂସ୍କୃତ - ବିଣ—(ପର+ଆ+ଚିତ=ପ୍ରତିପାଳିତ)
[ସମ୍ପାଦନା]- ୧. ପରପୁଷ୍ଟ; ଅନ୍ୟ କର୍ତ୍ତୃକ ପ୍ରତିପାଳିତ — ୧. Brought up or fostered by another.
- ୩. ସ୍ୟମକ୍ ବ୍ୟାପ୍ତ —୩. Well spread; diffused.