Jump to content

ପରାଚୀ

ଉଇକିଅଭିଧାନ‌ରୁ

ପରାଚୀ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ନାମ) (ସଂସ୍କୃତ - ପ୍ରାଚୀ)

[ସମ୍ପାଦନା]
୧. ପୁରୀଜିଲ୍ଲାର ପ୍ରାଚୀନଦୀ — ୧. The Prāchī river in Puri district.
୨. (ପଦ୍ୟ) ପ୍ରାଚୀ—ଦେଖ —୨. Prāchī (See)

ଦେଖୁଁ ଦେଖୁଁ ଦେଖାଗଲେ ପାଟଳିମା ପରାଚୀମୂଳେ—ରାଧାନାଥ ଯଯାତି