Jump to content

ପରାଚୀନ

ଉଇକିଅଭିଧାନ‌ରୁ

ପରାଚୀନ

ଉଚ୍ଚାରଣ

[ସମ୍ପାଦନା]
(ପରାଚୀନ—ସ୍ତ୍ରୀ) 

ସଂସ୍କୃତ - ବଣ. ପୁଂ. (ପରାଚ୍=ବିମୁଖ+ଈନ୍)

[ସମ୍ପାଦନା]
୧. ବିମୁଖ; ପରାଙ୍ମୁଖ —୧. Shrinking from; turning back one's face upen; averted.
୨. ଅନିଚ୍ଛୁକ —୨. Disinclined to; averse from.
୩. ଯେ କୌଣସି ବିଷୟକୁ ଖାତିର ନ କରେ — ୩. Not minding; not caring about.
୪. ପରେ ଘଟିବା — ୪. Happening subsequently or afterwards. (Apte).
୫. ଅପର ପାର୍ଶ୍ୱରେ ବା ସୀମାର ବାହାରେ ଅବସ୍ଥିତ — ୫. Situated on the other side; being beyond.

ଗ୍ରାମ୍ୟ - ବିଶେଷଣ -

[ସମ୍ପାଦନା]

ପ୍ରାଚୀନ —Old; ancient.