Jump to content

ପରାଚ୍

ଉଇକିଅଭିଧାନ‌ରୁ

ପରାଚ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ପ୍ରତିଲୋମଗାମୀ; ଓଲଟା ଗତି କରୁଥିବା — ୧. Moving against the current.
୨. ଊର୍ଦ୍ଧ୍ୱଗାମୀ —୨. Going upwards.
୩. ପରୋକ୍ଷଗମ୍ୟ —୩. Indirectly comprehensible.
୪. ବାହ୍ୟୋନ୍ମୁଖ (ହିନ୍ଦୀ - ଶ.) —୪. Facing out wards.
୫. ବିମୁଖ — ୫. With the face averted; averse.