Jump to content

ପରାଜିତ

ଉଇକିଅଭିଧାନ‌ରୁ

ପରାଜିତ

ଉଚ୍ଚାରଣ

[ସମ୍ପାଦନା]
(ପରାଜିତା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ପରା+ଜି ଧାତୁ=ଜୟ କରିବା+କର୍ମ. ତ)

[ସମ୍ପାଦନା]
୧. ପରାଭୂତ; ବିଜିତ; ଯେ ଅନ୍ୟଦ୍ୱାରା ହାରିଛି — ୧. Defeated; vanquished; overthrown.
୨. ଯେ ମକଦ୍ଦମାରେ ହାରିଛି — ୨. Defeated in a law suit.