ପରାଜୟ
ଦେଖଣା
ପରାଜୟ
ଉଚ୍ଚାରଣ
[ସମ୍ପାଦନା](ପରାଜିତ—ବିଣ)
[ବିଜୟ—ବିପରୀତ]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ପରା=ବ୍ୟତିକ୍ରମ; ବିପରୀତ+ଜି ଧାତୁ=ଜୟ କରିବା+ଭାବ. ଅ)
[ସମ୍ପାଦନା]- ୧. ପରାଭବ; ପରାସ୍ତ ହେବା — ୧. Defeat; overthrow.
- ୨. ମକଦ୍ଦମାର ହାରିବା — ୨. Defeat or discomfiture in a law suit.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପରାଞ୍ଜୟ— (ଦେଖ) - —Parān̄jaya (See)