Jump to content

ପରାଞ୍ଜୟ

ଉଇକିଅଭିଧାନ‌ରୁ

ପରାଞ୍ଜୟ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବି—(ସଂସ୍କୃତ - ପରାଜୟ)

[ସମ୍ପାଦନା]
୧. ଭର୍ତ୍ସନା; ତିରସ୍କାର; ଗାଳିମନ୍ଦ — ୧. Rebuke; censure.
୨. କୁତ୍ସା; ନିନ୍ଦା —୨. Blame.
୩. ଅବମାନନ —୩. Humiliation.

ଗ୍ରାମ୍ୟ - ବିଶେଷଣ -

[ସମ୍ପାଦନା]

ପରାଜିତ —Vanquished; overpowered.