Jump to content

ପରାଣ

ଉଇକିଅଭିଧାନ‌ରୁ

ପରାଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ଗ୍ରାମ୍ୟ - (ପଦ୍ୟ) (ସଂସ୍କୃତ - ପ୍ରାଣ)

[ସମ୍ପାଦନା]
୧. ଜୀବନ — ୧. Life.

କି ସୁଖ, ହେ ପାଣ୍ଡୁନାଥ ଏ ଦଗ୍ଧ ପରାଣେ ଗୃହେ ଥାଇ— ରାଧାନାଥ. ମହାଯାତ୍ରା

୨. (ପୁଂ. ଓ ସ୍ତ୍ରୀ) (ପ୍ରେମିକ ପ୍ରେମିକାଙ୍କର ପରସ୍ପର ପ୍ରତି ସମ୍ୱୋଧନ; ସଙ୍ଗୀ ବା ଅତି ପ୍ରିୟତମ ବ୍ୟକ୍ତି ପ୍ରତି ସମ୍ୱୋଧନ) ପ୍ରାଣଧନ; ପ୍ରିୟତମ ବ୍ୟକ୍ତି —୨. One's dearest or beloved person.