ପରାଣ ଦେବା
ଅନ୍ୟ ବ୍ୟକ୍ତି ପାଇଁ କିମ୍ୱା କୌଣସି ଉଦ୍ଦେଶ୍ୟ ସାଧନାର୍ଥ ନିଜର ପ୍ରାଣ ସମର୍ପଣ କରିବା; ପ୍ରାଣ ଉତ୍ସର୍ଗ କରିବା —To sacrifice or offer one's life for another or for attaining some object.