Jump to content

ପରାଣ ଧନ

ଉଇକିଅଭିଧାନ‌ରୁ

ପରାଣ ଧନ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିପୁଲିଙ୍ଗ - ଓ ସ୍ତ୍ରୀ. (ସଂସ୍କୃତ - ପ୍ରାଣ+ଧନ)

[ସମ୍ପାଦନା]

(ପ୍ରେମିକ ପ୍ରେମିକାଙ୍କ ପରସ୍ପର ସମ୍ୱୋଧନ; ସଙ୍ଗୀ ବା ଅତି ପ୍ରିୟତମ ବ୍ୟକ୍ତିଙ୍କର ପରସ୍ପର ସମ୍ୱୋଧନ;) ପ୍ରାଣ ଧନ; ଅତି ପ୍ରିୟତମ ବ୍ୟକ୍ତି; ପ୍ରାଣ ସର୍ବସ୍ୱ; ପ୍ରାଣପ୍ରିୟ ବ୍ୟକ୍ତି —One's dearest person.

ମୋ ରାଣ ପରାମ ଧନ ବାରେ ଫେରି ଚାହିଁ ଯାରେ ସଙ୍ଗୀତ ଯିବୁ ପରା ପରାଣ ସଙ୍ଗିନୀ ଉଠିଆରେ ସଙ୍ଗୀତ ପରାଣ ପିତୁଳୀ କି ମୋ କେ ନେଲା ଛଡ଼ାଇ ସଙ୍ଗୀତ ଏ ଗୁଣ ସାଗର ନାଗର ହେଲେ ମୋ ପରାମ ସଖା ରାଧାନାଥ. ଉଷା

[ପରାଣ ନିଧି, ପରାଣ ପିତୁଳା, ପରାମ ବନ୍ଧୁ, ପରାଣ ସଙ୍ଖାଲି, ପରାଣ ସଙ୍ଗାତ—ପୁଂ ଓ ସ୍ତ୍ରୀ]

ପରାଣ ସଖା, ପରାଣ ସଙ୍ଗୀ—ପୁଂ ପରାଣ ଧନୀ, ପରାଣ ପୁତୁଳୀ, ପରାଣ ସଙ୍ଗିନୀ, ପରାଣ ସଖୀ—ସ୍ତ୍ରୀ— ଅନ୍ୟରୂପ]