ପରାଣ ପାଇବା
ମୃତ୍ୟୁରୁ ରକ୍ଷା ପାଇବା; ବଞ୍ଚିବା; ଜୀବିତ ହେବା —To be saved from death; to live.
ସୁରାତୁର ଜଳନ୍ତର ଧରାମରାବତୀ ସୁର ପରାଣ ପାଇଲେଟି ପ୍ରଶଂସାରେ କବିସୂର୍ଯ୍ୟ. ସଙ୍ଗୀତ