ପରାଣ ମୂରୂଛିବା
ଦେଖଣା
ପରାଣ ମୂରୂଛିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପରାଣ ମୂରୂଛିବା
|
ଗ୍ରାମ୍ୟ - କ୍ରିୟାପଦ -
[ସମ୍ପାଦନା]- ୧. ପ୍ରାଣ ପ୍ରତି ମାୟା ତ୍ୟାଗ କରିବା — ୧. To be indifferent to one's life.
- ୨. ପ୍ରାଣର ଆଶା ତ୍ୟାଗ କରିବା — ୨. To give up the hope of life.
ଏ ସମସ୍ତ ଯୁଧିଷ୍ଠିରଙ୍କ ଭଲ ବାଞ୍ଚି ଯୁଦ୍ଧ କରୁ ଅଛନ୍ତି ପରାଣ ମୂରୁଛି କୃଷ୍ଣସିଂହ, ମହାଭାରତ ଦ୍ରୋଣ