Jump to content

ପରାତ

ଉଇକିଅଭିଧାନ‌ରୁ

ପରାତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି (ସଂସ୍କୃତ - ପାତ୍ର; ପର୍ଟୁଗୀଜ. ପ୍ରାଟୋ; ଇଂରାଜୀ - ପ୍ଲେଟ୍)

[ସମ୍ପାଦନା]

ଧାତୁ ନିର୍ମିତ ବଡ଼ ଥାଳୀ — A big metal palte or tray.

[ଦ୍ରଷ୍ଟବ୍ୟ —ଏଥିରେ ଅଟା ଦଳିବା ଓ ବେଶି ପରିମାଣର ମିଠାଇ ଆଦି ବନ୍ଧୁବାନ୍ଧବଙ୍କ ଘରକୁ ଉପହାର ପଠାଇବା ଆଦି ହୁଏ]