Jump to content

ପରାତ୍ପର

ଉଇକିଅଭିଧାନ‌ରୁ

ପରାତ୍ପର

ଉଚ୍ଚାରଣ

[ସମ୍ପାଦନା]
(ପରାତ୍ପରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପରାତ୍=ଶ୍ରେଷ୍ଠଠାରୁ+ପର=ଶ୍ରେଷ୍ଠ)

[ସମ୍ପାଦନା]

ଶ୍ରେଷ୍ଠ ଅପେକ୍ଷା ଶ୍ରେଷ୍ଠତର —Greatest. highest; supreme.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ପରମେଶ୍ୱର —God.