ପରାଧିକାର
ଦେଖଣା
ପରାଧିକାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପର+ଅଧିକାର)
[ସମ୍ପାଦନା]- ୧. ଅନ୍ୟ ବ୍ୟକ୍ତିର ଆଧିପତ୍ୟ — ୧. Another's supremacy.
(ସ୍ୱାଧିକାର—ବିପରୀତ)
- ୨. ଅନ୍ୟର ଇଲାକା — ୨. Another's jurisdiction.
- ୩. ଅନ୍ୟ ବ୍ୟକ୍ତିର ଦଖଲ —୩. Another's possession.
- ୪. ଅନ୍ୟ ବ୍ୟକ୍ତିର ବିଷୟ ବା ସମ୍ପର୍କ — ୪. Another person's affair or concern.