Jump to content

ପରାଧିକାର ଚର୍ଚ୍ଚା

ଉଇକିଅଭିଧାନ‌ରୁ

ପରାଧିକାର ଚର୍ଚ୍ଚା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରାଧିକାର+ଚର୍ଚ୍ଚା)

[ସମ୍ପାଦନା]

ଅନ୍ୟ ବ୍ୟକ୍ତି ବିଷୟରେ ଆଲୋଚନା — Officiousness; meddlesomeness; discussion about a matter relating to another person; interference with another's concern.